ଘଷିରେ କରୋନା ମୃତକଙ୍କ ଶବଦାହ: ଧୂଆଁ,ପାଉଁଶକୁ ନେଇ ଉତ୍ତେଜନା, ଲୋକଙ୍କ ରାସ୍ତାରୋକ

କଟକ: କରୋନା ସଂକ୍ରମିତଙ୍କ ମୃତଦେହକୁ କାଠରେ ନୁହେଁ, ଘଷିରେ ପୋଡ଼ା ଯାଉଛି। ଏଥିରୁ ବାହାରୁଥିବା ଧୂଆଁ ସାହିରେ ବସବାସ କରୁଥିବା ଲୋକଙ୍କ ଘରେ ପଶୁଛି। ପାଉଁଶ ଉଡ଼ି ରାସ୍ତା ଉପରେ ଯାଉଥିବା ଲୋକଙ୍କ ଦେହରେ ବାଜୁଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ମୃତଦେହକୁ ଅତ୍ୟନ୍ତ ଅସମ୍ମାନଜନକ ଅବସ୍ଥାରେ ଦାହ କରାଯାଉଥିବା ବେଳେ ଅନ୍ୟପଟେ ଆଖପାଖ ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉନାହିଁ। କଟକ ଶିଖରପୁର ନଦୀକୂଳ ସାହି ନିକଟ କାଳିଆବୁଦା … Continue reading ଘଷିରେ କରୋନା ମୃତକଙ୍କ ଶବଦାହ: ଧୂଆଁ,ପାଉଁଶକୁ ନେଇ ଉତ୍ତେଜନା, ଲୋକଙ୍କ ରାସ୍ତାରୋକ